ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଆମର ମିଶନ ହେଉଛି ଯେ କୌଣସି ବ୍ୟକ୍ତିଙ୍କୁ, ଯେକୌଣସି ସ୍ଥାନରେ ମାଗଣାରେ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା

ସବୁ ବୟସ ବର୍ଗ ପାଇଁ ବ୍ୟକ୍ତିଗତ ଶିକ୍ଷା ସମ୍ବଳ

ଖାନ୍ ଏକାଡେମୀ ଅଭ୍ୟାସ ଅନୁଶୀଳନୀ, ଶିକ୍ଷାଗତ ଭିଡିଓ ଏବଂ ବ୍ୟକ୍ତିଗତ ଶିକ୍ଷଣ ଡ୍ୟାସବୋର୍ଡ ପ୍ରଦାନ କରେ, ଯାହା ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀଗୃହ ଭିତରେ ଏବଂ ବାହାରେ ସେମାନଙ୍କ ନିଜ ଗତିରେ ଅଧ୍ୟୟନ କରିବାକୁ ସଶକ୍ତ କରେ। ଆମେ ଗଣିତ, ବିଜ୍ଞାନ, କମ୍ପ୍ୟୁଟିଂ, ଇତିହାସ, କଳା, ଇତିହାସ, ଅର୍ଥନୀତି ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥାଉ, ଯେଉଁଥିରେ K -14 ଏବଂ ପରୀକ୍ଷା ପ୍ରସ୍ତୁତି (SAT, Praxis, LSAT) ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ। ଶିକ୍ଷାର୍ଥୀମାନଙ୍କ ଭିତ୍ତିଭୂମି ଦୃଢ଼ କରିବାରେ ସାହାଯ୍ୟ କରିବା ପାଇଁ ଆମେ ଦକ୍ଷତା ମାଷ୍ଟରି ଉପରେ ଧ୍ୟାନ ଦେଇଥାଉ, ତେଣୁ ସେମାନେ ପରବର୍ତ୍ତୀ ସମୟରେ ଅନେକ କିଛି ଶିଖିବାର କ୍ଷମତା ରଖିଥାଆନ୍ତି!

ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ମାଗଣା ସାଧନ

ସମସ୍ତ ପ୍ରକାର ପ୍ରଶିକ୍ଷକମାନଙ୍କୁ ସେମାନଙ୍କ ପିଲା କିମ୍ବା ଶିକ୍ଷାର୍ଥୀମାନେ କ'ଣ କରୁଛନ୍ତି ଏବଂ ସେମାନଙ୍କୁ କିପରି ସାହାଯ୍ୟ କରିବେ ତାହା ଖାନ୍ ଏକାଡେମୀ ଭଲ ଭାବରେ ବୁଝାଇବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। କୌଣସି ପିଲା କିମ୍ବା ଶିକ୍ଷାର୍ଥୀ ସଂଘର୍ଷ କରୁଛନ୍ତି ନା ସେ କୌଣସି ଧାରଣାରେ ବହୁତ ଭଲ କରି ଏବେ ଶ୍ରେଣୀଠାରୁ ବହୁତ ଆଗରେ ଅଛନ୍ତି ତାହା ଉପରେ ନଜର ପକାନ୍ତୁ। ଆମର ଶିକ୍ଷକ ଡ୍ୟାସବୋର୍ଡ ସମଗ୍ର ଶ୍ରେଣୀର ପ୍ରଦର୍ଶନର ସାରଣୀ ଏବଂ ବିସ୍ତୃତ ଶିକ୍ଷାର୍ଥୀ ପ୍ରୋଫାଇଲ୍ ପ୍ରଦାନ କରେ।

ଆପଣ ଏକ ବିଶ୍ୱସ୍ତରୀୟ ଶ୍ରେଣୀଗୃହରେ ଯୋଗ ଦେଉଛନ୍ତି

ସମଗ୍ର ବିଶ୍ୱରୁ ନିଜ ନିଜର ନିଆରା କାହାଣୀ ନେଇ ଆସିଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିଦିନ ଖାନ୍ ଏକାଡେମୀରେ ନିଜ ଗତିରେ ପାଠ ପଢ଼ୁଛନ୍ତି। ଆମର ସମ୍ବଳଗୁଡ଼ିକ ଆମ ସାଇଟ୍‌ରେ ସ୍ପାନିଶ, ଫ୍ରେଞ୍ଚ ଏବଂ ବ୍ରାଜିଲୀୟ ପର୍ତ୍ତୁଗିଜ ସଂସ୍କରଣ ବ୍ୟତୀତ 36 ରୁ ଅଧିକ ଭାଷାରେ ଅନୁବାଦ କରାଯାଉଛି।

  • I just found your web site. I am 72 years old and I am now taking up learning where I left off. Thank you so much for all your hard work.
    Barbara

From humble beginnings to a world-class team

What started as one man tutoring his cousin has grown into a more than 150-person organization. We’re a diverse team that has come together to work on an audacious mission: to provide a free world-class education for anyone, anywhere. We are developers, teachers, designers, strategists, scientists, and content specialists who passionately believe in inspiring the world to learn. A few great people can make a big difference.

Anyone can learn anything. For free.

Education is a human right. We are a nonprofit because we believe in a free, world-class education for anyone, anywhere. Instead of ads or subscriptions, we are supported by individual contributions from people like you. Please join us today.