ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଆପଣଙ୍କ ସାର୍ଟିଫିକେଟ୍ କ୍ଲେମ୍ କରନ୍ତୁ

ଆପଣଙ୍କ ସାର୍ଟିଫିକେଟ୍ କ୍ଲେମ୍ କରନ୍ତୁ

ଆପଣଙ୍କ ସାର୍ଟିଫିକେସନ୍ କ୍ଲେମ୍ କରନ୍ତୁ

ଅଭିନନ୍ଦନ ଶିକ୍ଷକମାନେ!👋🏼
ଆପଣ ଖାନ୍ ଫର୍ ଏଜୁକେଟର୍ସ _ ବିଗିନର୍ସ କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି! ଆପଣଙ୍କ ବୃତ୍ତିଗତ ଶିକ୍ଷଣକୁ ବଢ଼ାଇବା ପାଇଁ ଆପଣଙ୍କ ପ୍ରୟାସ ଖାନ୍ ଏକାଡେମୀରେ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ଏବଂ ନିଶ୍ଚିତ ଭାବରେ ଆପଣଙ୍କ ଶ୍ରେଣୀଗୃହକୁ ଏକ ପରିବର୍ତ୍ତନଶୀଳ ଶିକ୍ଷଣ ପରିବେଶରେ ପରିଣତ କରିବ!
ଆପଣଙ୍କ କୋର୍ସ ସାର୍ଟିଫିକେଟ୍ କ୍ଲେମ୍ କରିବାକୁ ନିମ୍ନରେ ଦିଆଯାଇଥିବା ଫର୍ମ ପୂରଣ କରନ୍ତୁ।
ଏହି ପାଠ୍ୟକ୍ରମ ଶେଷ ହୋଇଥିବା ବେଳେ ଖାନ୍ ଏକାଡେମୀ ଶିକ୍ଷା ଜାରି ରଖିବା ପାଇଁ ଅନ୍ୟ ସୁଯୋଗ ପ୍ରଦାନ କରୁଛି।
ଶିକ୍ଷକ ଡ୍ୟାସବୋର୍ଡରୁ ରିସୋର୍ସ ଟ୍ୟାବରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଅତିରିକ୍ତ ସାମଗ୍ରୀ ପାଇବେ, ଯାହା ଆପଣଙ୍କୁ ଆପଣଙ୍କ ଶିକ୍ଷାର୍ଥୀଙ୍କ ସହିତ ଖାନ୍ ଏକାଡେମୀ ବ୍ୟବହାର କରିବାରେ ସାହାଯ୍ୟ କରିପାରେ।
ଆପଣ ଏଠାରୁ ସହାୟତା କେନ୍ଦ୍ରକୁ ଯାଇପାରିବେ। ଏଠାରେ ଆପଣ ଶିକ୍ଷାର୍ଥୀ, ଶିକ୍ଷକ ଏବଂ ଅଭିଭାବକଙ୍କ ପାଇଁ ଅଧିକଥର ପଚରାଯାଉଥିବା ପ୍ରଶ୍ନ ଏବଂ ମାର୍ଗଦର୍ଶନ ଆର୍ଟିକଲ୍ ସମେତ ଅନେକ ଆର୍ଟିକଲ୍ ପାଇବେ। ସହାୟତା କେନ୍ଦ୍ରରୁ ଆପଣ କୌଣସି ବୈଷୟିକ ସମସ୍ୟା ବିଷୟରେ ମଧ୍ୟ ରିପୋର୍ଟ କରିପାରିବେ ଏବଂ ଆମର ସହାୟତା ଟିମ୍‌ଠାରୁ ସାହାଯ୍ୟ ପାଇପାରିବେ।
ରିମୋଟ୍ ଶିକ୍ଷାଦାନ ଏବଂ ଶିକ୍ଷଣ ବିଷୟରେ ଅଧିକ ସୂଚନା ପାଇଁ, ଖାନ୍ ଏକାଡେମୀର କିପ୍ ଏଭ୍ରିୱାନ୍ ଲର୍ଣ୍ଣିଂ ସାଇଟ୍‌କୁ ଯାଆନ୍ତୁ, ଯେଉଁଥିରେ ଇଂରାଜୀ ଏବଂ ହିନ୍ଦୀରେ ଶିକ୍ଷାର୍ଥୀ, ଶିକ୍ଷକ ଏବଂ ପରିବାର ପାଇଁ ରିସୋର୍ସ ରହିଛି।
ପୁଣି ଥରେ, 'ଖାନ୍ ଫର୍ ଟିଚର୍ସ - ବିଗିନର୍ସ କୋର୍ସ' ଶେଷ କରିଥିବାରୁ ଅଭିନନ୍ଦନ! ଖାନ୍ ଏକାଡେମୀରେ ଆମେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ସହିତ ଆପଣ କରୁଥିବା ଅସାଧାରଣ କାର୍ଯ୍ୟ ବିଷୟରେ ଶୁଣିବାକୁ ଅପେକ୍ଷା କରିଛୁ!

Want to join the conversation?

ଏପର୍ଯ୍ୟନ୍ତ କୌଣସି ପୋଷ୍ଟ ନାହିଁ
ଆପଣ ଇଂରାଜୀ ବୁଝନ୍ତି କି? ଖାନ୍ ଏକାଡେମୀର ଇଂରାଜୀ ସାଇଟ୍‌ରେ ହେଉଥିବା ଆଲୋଚନା ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।