If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ପ୍ରତିସ୍ଥାପନ ଚିହ୍ନଟ କରିବା: ରୈଖିକ ବା ସରଳ ରୂପକୁ ପରିଣତ ହେଉଥିବା ସମୀକରଣ

Problem

ଆମ ପାଖରେ x ଏବଂ yରେ ଦୁଇଟି ଅଣ-ସରଳ ରୈଖିକ ସମୀକରଣ ରହିଛି।
{2x+y+3xy=24x+y9xy=1
ନିମ୍ନସ୍ଥ କେଉଁ ପ୍ରତିସ୍ଥାପନ ଉଭୟ ସମୀକରଣକୁ ସରଳ ରୈଖିକ କରିବ?
Choose 1 answer: