ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଅଣସରଳରେଖୀୟ ସହ ସମୀକରଣକୁ ଏକଘାତୀ ସରଳ ସହ ସମୀକରଣରେ ରୂପାନ୍ତରଣ କରିବା

ପ୍ରଶ୍ନ

ଆମ ପାଖରେ x ଏବଂ yରେ ଦୁଇଟି ଅଣ-ସରଳ ରୈଖିକ ସମୀକରଣ ରହିଛି।
{2x+y+3xy=24x+y9xy=1
ନିମ୍ନସ୍ଥ କେଉଁ ପ୍ରତିସ୍ଥାପନ ଉଭୟ ସମୀକରଣକୁ ସରଳ ରୈଖିକ କରିବ?
ଗୋଟିଏ ଉତ୍ତର ବାଛନ୍ତୁ: