ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଧାରା ପ୍ରଶ୍ନ: ସରଳ ରୂପକୁ ପରିଣତ ହୋଇପାରୁଥିବା ସମୀକରଣ ଲେଖିବା

ପ୍ରଶ୍ନ

4ଜଣ ମହିଳା ଏବଂ 6ଜଣ ପୁରୁଷ ଏକାଠି ମିଶି ଏକ ଚାନ୍ଦୁଆ କାମକୁ 10 ଦିନରେ ଶେଷ କରନ୍ତି।
ମନେକର ଗୋଟିଏ ପୁରୁଷ ସେହି କାମକୁ ଏକା ଶେଷ କରିବାକୁ m ଦିନ ସମୟ ନିଏ ଏବଂ ଗୋଟିଏ ମହିଳା ଏକା w ଦିନ ସମୟ ନିଏ।
ନିମ୍ନସ୍ଥ କେଉଁ ସମୀକରଣଟି m ଏବଂ w ମଧ୍ୟରେ ସମ୍ପର୍କକୁ ଦର୍ଶାଏ?
ଗୋଟିଏ ଉତ୍ତର ବାଛନ୍ତୁ: