If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ସରଳ ସମୀକରଣ ଯୋଡ଼ିକୁ ନେଇ ଧାରା ପ୍ରଶ୍ନ (କଠିନ ପ୍ରଶ୍ନ)

Problem

ଜେସିକା ଓ ତା' ପୁଅର ବର୍ତ୍ତମାନର ବୟସ ହେଉଛି ଯଥାକ୍ରମେ j ବର୍ଷ ଏବଂ s ବର୍ଷ।
2 ବର୍ଷ ତଳେ, ଜେସିକାର ବୟସ ତା' ପୁଅର ବୟସର 5 ଗୁଣ ଥିଲା।
2 ବର୍ଷ ପରେ, ଜେସିକାର ବୟସ ତା' ପୁଅର ବୟସର ତିନି ଗୁଣରୁ 8 ବର୍ଷ ଅଧିକ ହେବ।
ଏହି ପରିସ୍ଥିତିକୁ ସର୍ବୋତ୍ତମ ଭାବରେ ଦର୍ଶାଉଥିବା ସମୀକରଣ ଚୟନ କର।
Choose 2 answers: