ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଦୁଇଟି ଚଳରାଶିରେ ସମୀକରଣ ତିଆରି କରିବା

You might need: Calculator

ପ୍ରଶ୍ନ

ଏକ ଶ୍ରେଣୀରେ ଥିବା ପୁଅ ଓ ଝିଅ ଚିତ୍ର ଆଙ୍କିଲେ।
ପ୍ରତ୍ୟେକ ପୁଅ 15ଟି ଚିତ୍ର ଆଙ୍କିଲେ ଏବଂ ପ୍ରତ୍ୟେକ ଝିଅ 7ଟି ଚିତ୍ର ଆଙ୍କିଲେ। ସମସ୍ତେ ମିଶି 208ଟି ଚିତ୍ର ଆଙ୍କିଲେ।
ପୁଅଙ୍କ ସଂଖ୍ୟା ଥିଲା b ଏବଂ ଝିଅଙ୍କ ସଂଖ୍ୟା ଥିଲା a
bକୁ a ମାଧ୍ୟମରେ ପ୍ରକାଶ କର।
b=