If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଚାପର ଦୈର୍ଘ୍ୟ

Problem

ଏକ ବୃତ୍ତର ବ୍ୟାସାର୍ଦ୍ଧ ହେଉଛି 3 । ଏହି ବୃତ୍ତରେ ଥିବା ଏକ ଚାପର କେନ୍ଦ୍ରସ୍ଥ କୋଣ ହେଉଛି 340
ଏହି ଚାପର ଦୈର୍ଘ୍ୟ କେତେ?
ଉତ୍ତରକୁ π ବ୍ୟବହାର କରି ଲେଖ କିମ୍ବା π ପାଇଁ 3.14 ବ୍ୟବହାର କରି ଦଶମିକ ଆକାରରେ ଲେଖ।
A circle. The central angle is labeled three hundred forty degrees, and it is highlighted along with the corresponding arc. The radius is three units long.