If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଭାଗ ବିଭକ୍ତ ତଥ୍ୟାବଳୀର ମାଧ୍ୟମାନ

You might need: Calculator

Problem

ନିମ୍ନରେ ଦର୍ଶାଯାଇଥିବା ସାରଣୀରେ ଏକ ସର୍ଭେରେ ଭାଗ ନେଇଥିବା 20ଜଣ ବ୍ୟକ୍ତି ଅଫିସରେ ପହଞ୍ଚିବା ପାଇଁ ଅତିକ୍ରମ କରୁଥିବା ଦୂରତା (କିମିରେ) ଦର୍ଶାଯାଇଛି।
20 ଜଣ ବ୍ୟକ୍ତିଙ୍କ ଦ୍ୱାରା ଅତିକ୍ରାନ୍ତ ଦୂରତା (କିମିରେ)
ଦୂରତା (କିମିରେ)ବ୍ୟକ୍ତିଙ୍କ ସଂଖ୍ୟା
2103
10188
18265
26344
ସର୍ଭେରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ଅତିକ୍ରମ କରୁଥିବା ମାଧ୍ୟମାନ ଦୂରତା ନିରୂପଣ କର।
  • Your answer should be
  • an integer, like 6
  • a simplified proper fraction, like 3/5
  • a simplified improper fraction, like 7/4
  • a mixed number, like 1 3/4
  • an exact decimal, like 0.75
  • a multiple of pi, like 12 pi or 2/3 pi
କିମି