If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଧାରା ପ୍ରଶ୍ନ: ଗୋଟିଏ ତ୍ରିଭୁଜରେ ତ୍ରିକୋଣମିତିର ପ୍ରୟୋଗ

Problem

ଏକ ଯୋଗ କ୍ଲାସରେ, ଯୋଗ ଶିକ୍ଷକ ଅମୀରକୁ ତଳେ ଶୋଇ ଗୋଡ଼କୁ ସିଧା ରଖି 30° କୋଣରେ ଉପରକୁ ଟେକିବାକୁ କହିଲେ।
ଅମୀରର ପାଦ ଭୂମିଠାରୁ/ 80ସେ.ମି. ଉପରେ ଥିଲା।
ଅମୀରର ଗୋଡ଼ର ଦୈର୍ଘ୍ୟ କେତେ?
  • Your answer should be
  • an integer, like 6
  • a simplified proper fraction, like 3/5
  • a simplified improper fraction, like 7/4
  • a mixed number, like 1 3/4
  • an exact decimal, like 0.75
  • a multiple of pi, like 12 pi or 2/3 pi
ସେ.ମି.