If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଧାରା ପ୍ରଶ୍ନ: ଦୁଇଟି ତ୍ରିଭୁଜରେ ତ୍ରିକୋଣମିତିର ପ୍ରୟୋଗ

ପ୍ରଶ୍ନ

ଏକ ଦୁର୍ଗ ଉପରେ ଏକ ପତାକା ଉଡ଼ୁଛି। ଦୁର୍ଗଠାରୁ 30ମି. ଦୂରରେ ଠିଆ ହୋଇଥିବା ଜଣେ ଜଗୁଆଳୀଠାରୁ ଦୁର୍ଗର ଶୀର୍ଷଭାଗ ଓ ପତାକାର ଶୀର୍ଷଭାଗର କୌଣିକ ଉନ୍ନତି ଯଥାକ୍ରମେ 30°45° ଅଟେ।
ପତାକାର ଉଚ୍ଚତା କେତେ?
 ମି.