ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଦ୍ୱିଘାତ ସମୀକରଣ ସମ୍ବନ୍ଧୀୟ ପାଟୀଗଣିତ (କଠିନ ପ୍ରଶ୍ନ)

You might need: Calculator

ପ୍ରଶ୍ନ

ଦୁଇଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ଅଙ୍କଗୁଡ଼ିକର ଗୁଣଫଳ ହେଉଛି 14
ସେହି ସଂଖ୍ୟାରେ 45 ଯୋଗ କରାଗଲେ, ଅଙ୍କଗୁଡ଼ିକର ସ୍ଥାନ ବଦଳିଯାଏ।
ମନେକର ପ୍ରାରମ୍ଭିକ ସଂଖ୍ୟାର ଏକକ ଅଙ୍କ ହେଉଛି y
y ମାଧ୍ୟମରେ ଏକ ସମୀକରଣ ଲେଖ।
ଧ୍ୟାନ ଦିଅ: ସମୀକରଣକୁ ଦ୍ୱିଘାତ ରୂପରେ ଲେଖିବାର ଆବଶ୍ୟକତା ନାହିଁ।