ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଦ୍ୱିଘାତ ସମୀକରଣ ସମ୍ବନ୍ଧୀୟ ପାଟୀଗଣିତ (ସହଜ ପ୍ରଶ୍ନ)

ପ୍ରଶ୍ନ

ଦୁଇଟି କ୍ରମିକ ଅଯୁଗ୍ମ ସଂଖ୍ୟାର ବର୍ଗର ଯୋଗଫଳ ହେଉଛି 202
ମନେକର ସାନ ସଂଖ୍ୟାଟି ହେଉଛି s
s ମାଧ୍ୟମରେ ଏକ ସମୀକରଣ ଲେଖ।
ଧ୍ୟାନ ଦିଅ: ସମୀକରଣକୁ ଦ୍ୱିଘାତ ରୂପରେ ଲେଖିବାର ଆବଶ୍ୟକତା ନାହିଁ।