ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ଦ୍ୱିଘାତ ସମୀକରଣ ସମ୍ବନ୍ଧୀୟ ପାଟୀଗଣିତ (ମଧ୍ୟମ ଧରଣର ପ୍ରଶ୍ନ)

ପ୍ରଶ୍ନ

ପ୍ରକାଶ ଏକ ସ୍ଥାନକୁ ଡଙ୍ଗାରେ ଯାତ୍ରା କଲା ଏବଂ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ତାକୁ 10 ଘଣ୍ଟା ସମୟ ଲାଗିଲା। ସେ ସ୍ରୋତର ପ୍ରତିକୂଳ ଦିଗରେ 30କି.ମି. ଯାତ୍ରା କଲା ଏବଂ ସ୍ରୋତର ଅନୁକୂଳ ଦିଗରେ 44କି.ମି. ଯାତ୍ରା କଲା।
ସ୍ରୋତର ବେଗ ହେଉଛି 3କି.ମି.ଘଣ୍ଟା
ମନେକର ସ୍ଥିର ଜଳରେ ଡଙ୍ଗାର ବେଗ ହେଉଛି bକି.ମି.ଘଣ୍ଟା
b ମାଧ୍ୟମରେ ଏକ ସମୀକରଣ ଲେଖ।
ଧ୍ୟାନ ଦିଅ: ସମୀକରଣକୁ ଦ୍ୱିଘାତ ରୂପରେ ଲେଖିବାର ଆବଶ୍ୟକତା ନାହିଁ।