If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ସର୍ବସମ ତ୍ରିଭୁଜମାନଙ୍କର ଅନୁରୂପ ଅଂଶ

ପ୍ରଶ୍ନ

ଦୁଇଟି ତ୍ରିଭୁଜର ସମାନ ଆକୃତି ଓ ଆକାର ରହିଛି
କେଉଁ ତ୍ରିଭୁଜ ସହ BAC ସର୍ବସମ ଅଟେ?
ଟିପ୍ପଣୀ: ପ୍ରଥମେ ତ୍ରିଭୁଜ ଚିହ୍ନ ବ୍ୟବହାର କର ଏବଂ ନିଶ୍ଚିତ କର ଯେ ଶୀର୍ଷବିନ୍ଦୁଗୁଡ଼ିକର କ୍ରମ ଠିକ ଅଛି।
1