If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ସେଟ୍‌ର ସଂଯୋଗ ଓ ଛେଦ ଉପରେ ପ୍ରଯୋଗାତ୍ମକ ପ୍ରଶ୍ନ (ସହଜ ପ୍ରଶ୍ନ)

Problem

50ଜଣ ଶିକ୍ଷାର୍ଥୀଙ୍କ ଏକ ଗ୍ରୁପରୁ, 30ଜଣ ଫୁଟବଲ ଖେଳିବାକୁ ଭଲପାଆନ୍ତି ଏବଂ 25ଜଣ କ୍ରିକେଟ ଖେଳିବାକୁ ଭଲପାଆନ୍ତି। ପ୍ରତ୍ୟେକ ଶିକ୍ଷାର୍ଥୀ ଯେମିତି ହେଲେ ବି ଏହି ଦୁଇଟି ମଧ୍ୟରୁ ଗୋଟିଏ ଖେଳ ଖେଳିବାକୁ ଭଲପାଆନ୍ତି।
କେତେଜଣ ଶିକ୍ଷାର୍ଥୀ ଉଭୟ ଫୁଟବଲ ଓ କ୍ରିକେଟ ଖେଳିବାକୁ ଭଲପାଆନ୍ତି?
  • Your answer should be
  • an integer, like 6
  • a simplified proper fraction, like 3/5
  • a simplified improper fraction, like 7/4
  • a mixed number, like 1 3/4
  • an exact decimal, like 0.75
  • a multiple of pi, like 12 pi or 2/3 pi