ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ସେଟ୍‌ର ସଂଯୋଗ ଓ ଛେଦ ଉପରେ ପ୍ରଯୋଗାତ୍ମକ ପ୍ରଶ୍ନ (ସହଜ ପ୍ରଶ୍ନ)

ପ୍ରଶ୍ନ

50ଜଣ ଶିକ୍ଷାର୍ଥୀଙ୍କ ଏକ ଗ୍ରୁପରୁ, 30ଜଣ ଫୁଟବଲ ଖେଳିବାକୁ ଭଲପାଆନ୍ତି ଏବଂ 25ଜଣ କ୍ରିକେଟ ଖେଳିବାକୁ ଭଲପାଆନ୍ତି। ପ୍ରତ୍ୟେକ ଶିକ୍ଷାର୍ଥୀ ଯେମିତି ହେଲେ ବି ଏହି ଦୁଇଟି ମଧ୍ୟରୁ ଗୋଟିଏ ଖେଳ ଖେଳିବାକୁ ଭଲପାଆନ୍ତି।
କେତେଜଣ ଶିକ୍ଷାର୍ଥୀ ଉଭୟ ଫୁଟବଲ ଓ କ୍ରିକେଟ ଖେଳିବାକୁ ଭଲପାଆନ୍ତି?
  • Your answer should be
  • an integer, like 6
  • a simplified proper fraction, like 3/5
  • a simplified improper fraction, like 7/4
  • a mixed number, like 1 3/4
  • an exact decimal, like 0.75
  • a multiple of pi, like 12 pi or 2/3 pi