ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ସେଟ୍‌ର ଛେଦ

ପ୍ରଶ୍ନ

ମନେକର ସେଟ୍ A ଏବଂ B ନିମ୍ନରେ ଦିଆଯାଇଛି:
A={x:x ଏକ ମୌଳିକ ସଂଖ୍ୟା}B={x:x ଏକ ଯୁଗ୍ମ ଗଣନ ସଂଖ୍ୟା}
ନିମ୍ନସ୍ଥ କେଉଁଟି ସେଟ୍ ABକୁ ଦର୍ଶାଏ?
ଧ୍ୟାନ ଦିଅନ୍ତୁ: ଶୂନ୍ୟ ସେଟ୍‌କୁ ଦର୍ଶାଏ।
ଗୋଟିଏ ଉତ୍ତର ବାଛନ୍ତୁ: