If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଏକ କୋଣର ଗୋଟିଏ ତ୍ରିକୋଣମିତିକ ଅନୁପାତ ଦିଆଯାଇଥିଲେ ତ୍ରିକୋଣମିତିକ ଅନୁପାତ ଥିବା ପରିପ୍ରକାଶର ମୂଲ୍ୟ ନିରୂପଣ କରିବା।

Problem

ଦତ୍ତ ସମକୋଣୀ ତ୍ରିଭୁଜରେ, ବାହୁଦ୍ୱୟର ଦୈର୍ଘ୍ୟ ହେଉଛି 10 ଏକକ ଏବଂ 24 ଏକକ।
କାଲକୁଲେଟର୍ ବ୍ୟବହାର ନକରି ପରିପ୍ରକାଶର ମୂଲ୍ୟ ନିରୂପଣ କର।
12sin2(θ)=
  • Your answer should be
  • a simplified proper fraction, like 3/5
  • a simplified improper fraction, like 7/4